Course Fee
Free
Duration of the Course
Total hours 20: From 2nd to 31st May 2026 ,Each Saturday and Sunday from 4-6 PM IST
Dates: 2-3,9-10,16-17,23-24,30-31 May 2026
Language
The course will be delivered in Odia language and English may be used as and when needed.
Deadline of Application
20 April 2026
ପାଠ୍ୟକ୍ରମ ଶୁଳ୍କ
ମୁକ୍ତ
ପାଠ୍ୟକ୍ରମର ସମୟସୀମା
2 ମଇ ରୁ 31 ମଇ 2026 ପର୍ଯ୍ୟନ୍ତ, ପ୍ରତ୍ୟେକ ଶନିବାର ଓ ରବିବାର ସନ୍ଧ୍ୟା ୪ ଟା ରୁ ୬ ଟା (IST)
ତାରିଖଗୁଡିକ:
2–3, 9–10, 16–17, 23–24, 30–31 ମଇ 2026
ଭାଷା
ଏହି ପାଠ୍ୟକ୍ରମ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ ଏବଂ ଆବଶ୍ୟକତା ଅନୁଯାୟୀ ଇଂରାଜୀ ଭାଷାର ବ୍ୟବହାର କରାଯାଇପାରେ।
ଆବେଦନ ଦାଖଲର ଶେଷ ତାରିଖ
୨୦ ଏପ୍ରିଲ୍ ୨୦୨୬
Eligibility of the Applicants
Odia speaking individuals interested in Ocean i.e. Community Leaders, Social Activists, Academic Scholars, Civil Society Members, Youth, Panchayat Institution Members (PRIs),other individuals interested in Ocean.
ଯୋଗ୍ୟତା
ସମୁଦ୍ର ବିଷୟରେ ଆଗ୍ରହୀ ଏବଂ ଓଡ଼ିଆ ଜାଣିଥିବା ବ୍ୟକ୍ତିମାନେ, ଯଥା— ସମୁଦାୟିକ ନେତୃତ୍ୱ ମଣ୍ଡଳୀ, ସାମାଜିକ କର୍ମୀମାନେ, ଶିକ୍ଷାବିଦ, ସିଭିଲ୍ ସୋସାଇଟି ସଦସ୍ୟମାନେ, ଯୁବକ ଯୁବତୀ ଗଣ, ପଞ୍ଚାୟତ ପ୍ରତିଷ୍ଠାନ ସଦସ୍ୟମାନେ (PRIs) ଓ ସମୁଦ୍ର ବିଷୟରେ ଆଗ୍ରହୀ ଅନ୍ୟାନ୍ୟ ବ୍ୟକ୍ତିମାନେ ଆବେଦନ କରିପାରିବେ ।
Mode: Online Platform ( Zoom/Microsoft Teams)
ମୋଡ୍: ଅନଲାଇନ୍ ପ୍ଲାଟଫର୍ମ (ଜୁମ୍ / ମାଇକ୍ରୋସଫ୍ଟ ଟିମ୍ସ)
The course will provide a basic understanding on various aspects of Ocean, its conservation and management, focusing the East Coast of India.
ଭାରତର ପୂର୍ବ ଉପକୂଳକୁ କେନ୍ଦ୍ର କରି ସମୁଦ୍ରର ବିଭିନ୍ନ ଦିଗ, ଏହାର ସଂରକ୍ଷଣ ଓ ପରିଚାଳନା ବିଷୟରେ ମୌଳିକ ଧାରଣା ହାସଲ କରିବା।
To have a deeper understanding of various pertinent issues related to ocean ,ocean governance and laws, Ocean and climate change, role and importance of Marine Biodiversity, Sustainable Development Goals and the Oceans, Blue Economy, Sustainable Ocean Tourism, Local Action for ocean conservation and protection.
ସମୁଦ୍ର ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ — ସମୁଦ୍ର ସମ୍ବନ୍ଧୀୟ ନୀତି ଏବଂ ଆଇନ, ସମୁଦ୍ର ଓ ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୈବ-ବିବିଧତାର ଭୂମିକା ଓ ଗୁରୁତ୍ୱ, ସ୍ଥାୟୀ ବିକାଶ ଲକ୍ଷ୍ୟ ଓ ସମୁଦ୍ର, ନୀଳ ଅର୍ଥନୀତି, ଦୀର୍ଘସ୍ଥାୟୀ ସମୁଦ୍ର ପର୍ଯ୍ୟଟନ, ସମୁଦ୍ର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆଂଚଳିକ ସ୍ତରରେ କାର୍ଯ୍ୟକ୍ରମ — ଇତ୍ୟାଦି ବିଷୟରେ ଜାଣିବା ।
The participants are expected to have a deeper understanding on various issues related to oceans, challenges faced in the local context .With the learning and inputs, the participants are expected to play a more proactive role on marine biodiversity conservation and protection in their respective areas of work.
ଅଂଶଗ୍ରାହୀମାନେ ସମୁଦ୍ର ସମ୍ବନ୍ଧୀୟ ବିଭିନ୍ନ ବିଷୟ ଏବଂ ସ୍ଥାନୀୟ ପରିପ୍ରେକ୍ଷୀରେ ଥିବା ସମସ୍ୟା /ଚ୍ୟାଲେଞ୍ଜଗୁଡ଼ିକୁ ସମ୍ପର୍କରେ ଧାରଣା ଅର୍ଜନ କରିବେ। ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରି ଯାଇ ସେମାନେ ସମୁଦ୍ରକୁ ସୁରକ୍ଷିତ ଦୃଷ୍ଟିରେ ଓ ସଂରକ୍ଷଣ କାର୍ଯ୍ୟରେ ଅଧିକ ସକ୍ରିୟ ଏବଂ ସଂରକ୍ଷଣ କରିବା ଓ ସଚେତନତା ସୃଷ୍ଟି କରିବାରେ ଭୂମିକା ଗ୍ରହଣକରିପାରିବେ ।